ଅନ୍ନପାଣି Annapāṇi

  • ଦେ. ବି(ସହରର) — 1 ଖାଦ୍ୟପାନୀୟ — 1ଖାଦ୍ୟପାନୀୟ— 1. Food and drink
  • ଦେ. ବି(ସହରର) — ଏହାକୁ ବିଷ୍ଣୁଭାବେ ମଣି। ସନ୍ତୋଷେ ଦେବ ଅନ୍ନପାଣି। ଜଗନ୍ନାଥ, ଭାଗବତ, 7 ମ। — ଏହାକୁ ବିଷ୍ଣୁଭାବେ ମଣି ସନ୍ତୋଷେ ଦେବ ଅନ୍ନପାଣି ଜଗନ୍ନାଥ, ଭାଗବତ,7ମ