ଅନ୍ନନିଷିଦ୍ଧକାଳ Annanishiddha kāḻā

  • ସଂ. ବି. — ହିନ୍ଦୁଶାସ୍ତ୍ର ମତରେ ଯେଉଁ କାଳରେ ପକ୍ୱାନ୍ନ ଭୋଜନ ନିଷିଦ୍ଧ (ଯଥା—ଚନ୍ଦ୍ରଗ୍ରହଣ; ସୂର୍ଯ୍ୟୋପରାଗ; ଏକାଦଶୀ; ସଂକ୍ରାନ୍ତି; ଅମାବସ୍ୟାଦିର ରାତ୍ରି କାଳ; ପର୍ବରାତ୍ର; ଶିବଚତୁର୍ଦ୍ଦଶୀ; ଜନ୍ମାଷ୍ଟମୀ ଇତ୍ୟାଦି।) — The times specified in the Hindu sastras in which people are enjoined not to take boiled rice or food