ଅନ୍ନଧ୍ୱଂସ କରିବା Annadhwaṁsakaribā

  • ଦେ. କ୍ରି. —(ଲକ୍ଷଣାର୍ଥ) — କିଛି ଉପକାର ବା ପରିଶ୍ରମ ନ କରି ଅନ୍ୟ ବ୍ୟକ୍ତିର ଗଳଗ୍ରହ ହୋଇ କେବଳ ଭୋଜନ କରିବା — To eat a person's salt without rendering any service