ଅନ୍ନଦା Annadā

  • ସଂ. ବି. ସ୍ତ୍ରୀ. (ଅନ୍ନଦ+ସ୍ତ୍ରୀ. ଆ) — ପାର୍ବତୀ; ବିଶ୍ୱେଶ୍ୱରୀ; ଅର୍ଣ୍ଣପୂର୍ଣ୍ଣା — The hindu goddess of plenty, Pārbatī wife of Ṡiba
  • ସଂ. ବିଣ. ସ୍ତ୍ରୀ — ଅନ୍ନଦର ସ୍ତ୍ରୀଲିଙ୍ଗ — Feminine of annada