ଅନ୍ନଦାସ Annadāsa

  • ସଂ. ବି. ଫୁ (ଅନ୍ନ=ଖାଦ୍ୟଦ୍ରବ୍ୟ+ଦାସ=ଭୃତ୍ୟ) — ଅନ୍ନପାଇଁ ଦାସ; ଯେ ଖାଦ୍ୟ ନିମନ୍ତେ ଅନ୍ୟ ଉପରେ ନିର୍ଭର କରେ — One who solely depends on anther for maintenance; breadeater
  • ସଂ. ବି. ଫୁ (ଅନ୍ନ=ଖାଦ୍ୟଦ୍ରବ୍ୟ+ଦାସ=ଭୃତ୍ୟ) — ଯେଉଁ ବ୍ୟକ୍ତି କେବଳ ମୁଠାଏ ଖାଇବା ପାଇଁ ପର ଉପରେ ନିର୍ଭର କରେ — A person who serves only for food
  • ସଂ. ବି. ଫୁ (ଅନ୍ନ=ଖାଦ୍ୟଦ୍ରବ୍ୟ+ଦାସ=ଭୃତ୍ୟ) — ଯେଉଁ ଭୃତ୍ୟ ଆପଣାର ମୂଲ ଗଣ୍ଡାକ ପାଇବାର ଏକ ମାତ୍ର ଆଶା କରେ — A servent who only cares for his wages