ଅନ୍ନକୁଡ଼ିଆ Annakuṟḍ̠iā
- ଦେ. ବି — ଯେଉଁ ଛୋଟ ମାଟିପାତ୍ର ବା ହାଣ୍ଡିରେ ଜଗନ୍ନାଥ ବା ଲିଙ୍ଗରାଜଙ୍କ ଅନ୍ନ ମହାପ୍ରସାଦ ରନ୍ଧା ହୁଏ ବା ରଖା ହୁଏ — Earthen pots for cooking or keeping rice-offering at Puri or Bhubaneṡwara
- ଦେ. ବି — [ଦ୍ର—ପୁରୀ ଜଗନ୍ନାଥଙ୍କ ଅନ୍ନ ରାନ୍ଧିବା ଓ ରଖିବା ପାଇଁ ବ୍ୟବହୃତ କୁଡ଼ିଆ ବା ହାଣ୍ଡିର ଆକାର ଅନୁସାରେ ଭିନ୍ନ ଭିନ୍ନ ନାମ ଅଛି। ବଡ଼ ପାତ୍ରକୁ 'ହାଣ୍ଡି' ଓ ଛୋଟ ପାତ୍ରକୁ 'କୁଡ଼ିଆ' କହନ୍ତି। (କୁଡ଼ିଆ ତଳେ ନୋଟ ଦେଖ)]