ଅନ୍ନକଷ୍ଟ Annakashṭa

  • ସଂ. ବି. (ମଧ୍ୟପଦଲୋପୀ; ଅନ୍ନ=ଖାଦ୍ୟ+କଷ୍ଟ=ଦୁଃଖ) — ଖାଦ୍ୟବସ୍ତୁର ଅଭାବ; ଦୁର୍ଭିକ୍ଷ — Searcity
  • ସଂ. ବି. (ମଧ୍ୟପଦଲୋପୀ; ଅନ୍ନ=ଖାଦ୍ୟ+କଷ୍ଟ=ଦୁଃଖ) — ଉପବାସ — Fasting