ଅନ୍ନକଷ୍ଟୀ Annakashṭī

  • ସଂ. ବିଣ. ପୁଂ. (ଅନ୍ନ+କଷ୍ଟ+ଇନ୍; 1 ମା. 1 ବ) — ଖାଦ୍ୟଦ୍ରବ୍ୟରଅଭାବଗ୍ରସ୍ତ; ଅଭୁକ୍ତ; ଅନ୍ନକଷ୍ଟ— ଜର୍ଜରିତ — Starving; badly wanting food