ଅନ୍ଧୁ Andhu

  • ସଂ. ବି (ଅମ୍ ଧାତୁ=ଯିବା+ତୁ. ନିପାତନ; ଯାହା ନିକଟକୁ ଜଳାର୍ଥିମାନେ ଯାଆନ୍ତି।) — କୂପ; କୂପ — Well
  • ସଂ. ବି (ଅମ୍ ଧାତୁ=ଯିବା+ତୁ. ନିପାତନ; ଯାହା ନିକଟକୁ ଜଳାର୍ଥିମାନେ ଯାଆନ୍ତି।) — ସିନ୍ଧୁରେ ଅନାଦର ରଚି ଶ୍ୟାମ ସୁନ୍ଦର ଅନ୍ଧୁରେ ପରା ତରୀ ବାହିଲେ ଗୋ। କବିସୂର୍ଯ୍ୟ, ସଙ୍ଗୀତ।
  • ଦେ.ବି — ଅନ୍ଧପଟଳ (ଦେଖ) — andhapataḻa (See)