ଅନ୍ଧିସନ୍ଧିଖୋଜିବା Andhisandhikhojibā

  • ଦେ. କ୍ରି — ପ୍ରତ୍ୟେକ ସ୍ଥାନ ତନ୍ନ ତନ୍ନ କରି ଖୋଜିବା ଓ ଦେଖିବା — To examine even the minutest clink and the darkest crevice
  • ଦେ. କ୍ରି — ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା — To investigate into every detail