ଅନ୍ଧାରିମାଛ Andhārimāchha

  • ଦେ. ବି — ଯେଉଁ ମାଛ ନଈରୁ ଅନ୍ଧାର ପକ୍ଷେ ବା ଆକାଶରେ ଚନ୍ଦ୍ର ଉଦିତ ହେବା ଆଗରୁ ଜାଲରେ ଧରାଯାଆନ୍ତି — Fish caught in the rivers in the dark or before moonrise
  • ଦେ. ବି — [ଦ୍ର—ଅନ୍ଧାର ପକ୍ଷରେ ବା ଚନ୍ଦ୍ରୋଦୟ ପୂର୍ବରୁ ନଈରେ ଜାଲ ପକାଇଲେ ଯେତେ ମାଛ ପଡ଼ନ୍ତି ଆଲୁଅ ପକ୍ଷରେ ବା ଚନ୍ଦ୍ରୋଦୟ ପରେ ସେତେ ମାଛ ପଡ଼ନ୍ତି ନାହିଁ,ଏହା କେଉଟଙ୍କ ଅନୁଭବସିଦ୍ଧ।]