ଅନ୍ଧାରି Andhāri

  • ଦେ. ବି. — ନାହାଚାଳିଆଘରର ହାତିଅନ୍ଧରେ କାନ୍ଥର ଉପର ଓ ମଥାନ ମଧ୍ୟରେ ଥିବା ମେଲା ତ୍ରିକୋଣାକାର ଅଂଶ — Gable
  • ଦେ. ବି. — ଘର ହାତିଅନ୍ଧରେ ଯେଉଁ ପଟା ମାରିବା ଦ୍ୱାରା କାନ୍ଥ ଉପରେ ଥିବା ମେଲା ଅଂଶ ବନ୍ଦ କରାଯାଏ — The planks put on the gable to shut the triangular opening below the roof and above the walls
  • ଦେ. ବି. — ଅନ୍ଧକାର ସମୟ; ରାତ୍ରୀକାଳ — Night time
  • ଦେ. ବି. — ଯୋଗୀ ଯେସନେ ଜଗି ଥାଇ ଯେ ଅନ୍ଧାରି। ସାରଳା ମହାଭାରତ, ଉଦ୍ଯୋଗ।
  • ଦେ.ବିଣ — ଅନ୍ଧକାରସମ୍ବନ୍ଧୀୟ — Relating to darkness
  • ଦେ.ବିଣ — ଅନ୍ଧକାରମୟ; ଅନ୍ଧାରିଆ — Dark