ଅନ୍ଧଲା Andhalā

  • ପ୍ରାଦେ. (ଗଡ଼ଜାତ; ସମ୍ବଲପୁର) ବିଣ — ଅନ୍ଧ — Blind
  • ପ୍ରାଦେ. (ଗଡ଼ଜାତ; ସମ୍ବଲପୁର) ବିଣ — ଅନ୍ଧାରମୟ — Dark
  • ପ୍ରାଦେ. (ଗଡ଼ଜାତ; ସମ୍ବଲପୁର) ବିଣ — ଯାହା ସ୍ପଷ୍ଟରୂପେ ଦେଖାଯାଏ ନାହିଁ — Dim