ଅନ୍ଧର ଲଉଡ଼ି Andhara lauṟḍ̠i

  • ଦେ. ବି — ଅନ୍ଧ ଯେପରି ଯଷ୍ଟି ସାହାଯ୍ୟରେ ଚାଲେ ସେହିପରି କୌଣସି ବ୍ୟକ୍ତି ଯାହାକୁ ଆଶ୍ରୟ କରି ଚଳେ; ଏକମାତ୍ର ଆଶ୍ରୟ — Sole support; sole help of a person
  • ଦେ. ବି — ଅନ୍ଧର ଲଉଡ଼ି ମୋର ଦରିଦ୍ର ପସରା—ଅଭିମନ୍ୟୁ, ବିଦଗ୍ଧଚିନ୍ତାମଣି।