ଅନ୍ଧବେଭାର Andhabebhāra

  • ଦେ. ବି. (ସଂ. ଅନ୍ଧବ୍ୟବହାର) — ଆଖି ନ ଥିବା ଲୋକର ବ୍ୟବହାର ପରି ଦେଖାଇବା ବ୍ୟବହାର ବା ଆଚରଣ — An act resembling that of a blind man