ଅନ୍ଧପଙ୍ଗୁନ୍ୟାୟ Andhapaṅgunyāya

  • ସଂ. ବି. (ଅନ୍ଧ+ପଙ୍ଗୁ+ନ୍ୟାୟ) — (ସାଙ୍ଖ୍ୟ ଦର୍ଶନ) ଅନ୍ଧ ପଙ୍ଗୁ ସମ୍ବନ୍ଧୀୟ ନୈତିକ ଉଦାହରଣ — (Sāṅkhya philosophy) The allegory of the blind and the lame, the lame leading the blind
  • ସଂ. ବି. (ଅନ୍ଧ+ପଙ୍ଗୁ+ନ୍ୟାୟ) — [ଦ୍ର — ଅନ୍ଧ ଦେଖି ପାରେ ନାହିଁ, ଅଥଚ କାର୍ଯ୍ୟ କରି ପାରେ ପଙ୍ଗୁ ଚାଲି ପାରେ ନାହିଁ, କିନ୍ତୁ ଦେଖି ପାରେ ଏ ଦୁହେଁ ପୃଥକ୍ ପୃଥକ୍ କାର୍ଯ୍ୟ କରି ବସିଲେ କୌଣସି କାର୍ଯ୍ୟ ହୁଏ ନାହିଁ କିନ୍ତୁ ଯେବେ ଅନ୍ଧ ପଙ୍ଗୁକୁ କାନ୍ଧରେ ବସାଏ, ତେବେ ପଙ୍ଗୁର ଚକ୍ଷୁ ଅନ୍ଧକୁ ଚଳାଇଲେ ଉଭୟଙ୍କର ମିଳିତ ଶକ୍ତି ଦ୍ୱାରା ଅନେକ କାର୍ଯ୍ୟ କରାଯାଇ ପାରେ ସାଙ୍ଖ୍ୟ ଶାସ୍ତ୍ରରେ ଏହାର ଉଦାହରଣଦ୍ୱାରା ପ୍ରକୃତିପୁରୁଷଙ୍କର ସମାହାରରେ ମୋକ୍ଷ ଓ ରୋଗ ଉଭୟ ଲାଭ ହେବା ରୂପକଛଳରେ ବର୍ଣ୍ଣିତ ହୋଇଅଛି]