ଅନ୍ତ୍ୟେଣ Antyeṇa

  • ଗ୍ରା. ପଦ୍ୟ. କ୍ରି. ବିଣ. — ଅନ୍ତେ (ଦେଖ) — Ante (See)
  • ଗ୍ରା. ପଦ୍ୟ. କ୍ରି. ବିଣ. — ଏଣୁ ସେ ଦୋଷ କହୁଥିବେ, ଅନ୍ତ୍ୟେଣ ନିତ୍ୟକୁ ଚଳିବେ। ପ୍ରାଚୀ, ପୂର୍ଣ୍ଣତମ ଚନ୍ଦ୍ରୋଦୟ।