ଅନ୍ତ୍ରିଛ Antrichha

  • ଗ୍ରା. ପଦ୍ୟ. ବି. (ସଂ. ଅନ୍ତରୀକ୍ଷ) — ଆକାଶ — The sky
  • ଗ୍ରା. ପଦ୍ୟ. ବି. (ସଂ. ଅନ୍ତରୀକ୍ଷ) — ଅନ୍ତ୍ରିଛଗତି ହାରାବତୀ ମିଳିଲେ। ପ୍ରାଚୀ—ରହସ୍ୟମଞ୍ଜରୀ।