ଅନ୍ତ୍ରପ୍ରଦାହ Antrapradāha

  • ସଂ. ବି. ( 6 ଷ୍ଠୀ ତତ୍; ଅନ୍ତ୍ର+ପ୍ରଦାହ) — ଅନ୍ତ୍ରରେ ଜନ୍ମିବା ଭୟଙ୍କର ପୋଡ଼ାଜଳା ରୋଗ — A disease causing burning sensation in the entrails