ଅନ୍ତେବାସୀ Antebāsī
- ସଂ. ବି. ପୁଂ. (ଅନ୍ତେ=ସମୀପରେ+ବସ୍ ଧାତୁ=ବାସକରିବା+କତ୍ତୃ. ଇନ 1 ମା. 1 ବ.) — ଯେ ପଠନାବସ୍ଥାରେ ଗୁରୁ ସମୀପରେ ବାସ କରେ; ଛାତ୍ର; ଶିଷ୍ୟ — Disciple; student; pupil
- ସଂ. ବି. ପୁଂ. (ଅନ୍ତେ=ସମୀପରେ+ବସ୍ ଧାତୁ=ବାସକରିବା+କତ୍ତୃ. ଇନ 1 ମା. 1 ବ.) — ଚଣ୍ଡାଳ — A low caste man; a person of the untouchable class
- ସଂ. ବିଣ — ସମୀପବର୍ତ୍ତୀ — Living near; situated near