ଅନ୍ତୁଡ଼ିହାଣ୍ଡି Antuṟḍ̠ihāṇḍi

  • ଦେ. ବି — ଯେଉଁ ହାଣ୍ଡିରେ ଅନ୍ତୁଡ଼ି ପାଉଁଶ ଆଦି ପୁରାଯାଇ ଉଠିଆରି ଦିନ ପାଣିକି ଫୋପାଡ଼ି ଦିଆଯାଏ — Pot in which the ashes of the lying-in room are gathered and thrown away