ଅନ୍ତର୍ହିତ Anterhita

  • ସଂ. ବି. (ଅନ୍ତର୍=ମଧ୍ୟରେ+ଧା ଧାତୁ+କର୍ତ୍ତୃ. ତ) — ତିରୋହିତ — Vanished
  • ସଂ. ବି. (ଅନ୍ତର୍=ମଧ୍ୟରେ+ଧା ଧାତୁ+କର୍ତ୍ତୃ. ତ) — ଲୁକ୍କାୟିତ — Concealed
  • ସଂ. ବି. (ଅନ୍ତର୍=ମଧ୍ୟରେ+ଧା ଧାତୁ+କର୍ତ୍ତୃ. ତ) — (ଅନ୍ତଃ+ଧା+କର୍ମ. ତ)—ଆବୃତ — Converd