ଅନ୍ତର୍ହାସ Antarhāsa

  • ସଂ. ବି. (ଅନ୍ତର+ହାସ) — ଗୂଢ଼ହାସ୍ୟ — Secret laughter
  • ସଂ. ବି. (ଅନ୍ତର+ହାସ) — ମନେ ମନେ ହସିବା — Suppressed laughter