ଅନ୍ତର୍ଯାମୀ Antarj̄āmī

  • ସଂ. ବିଣ. ପୁଂ (ଅନ୍ତର=ମଧ୍ୟରେ+ଯାମି=ଥିବା+କର୍ତ୍ତୃ. ଇନ୍. 1 ମା. 1 ବ.) — ହୃଦୟକୁ ଅଧିକାର କରିଥିବା — Pervading the heart
  • ସଂ. ବିଣ. ପୁଂ (ଅନ୍ତର=ମଧ୍ୟରେ+ଯାମି=ଥିବା+କର୍ତ୍ତୃ. ଇନ୍. 1 ମା. 1 ବ.) — ହୃଦୟର ଭାବକୁ ଜାଣି ପାରିବା (ବ୍ୟକ୍ତି) — One who devines the inner feelings of another
  • ସଂ. ବିଣ. ପୁଂ (ଅନ୍ତର=ମଧ୍ୟରେ+ଯାମି=ଥିବା+କର୍ତ୍ତୃ. ଇନ୍. 1 ମା. 1 ବ.) — ହୃଦ୍ଗତ ଭାବକୁ ବଶ କରିବା (ବ୍ୟକ୍ତି) — One who regulates the inner feelings of another
  • ଦେ. ବି. ପୁଂ — ପୁରୁଷଙ୍କୁ ଦିଆଯିବା ନାମ — Name given to males
  • ସଂ. ବି — ଈଶ୍ୱର — God
  • ସଂ. ବି — ପରମାତ୍ମା — The Supreme Soul
  • ସଂ. ବି — ଅନ୍ତରାତ୍ମା — The inner soul
  • ସଂ. ବି — ବାୟୁ — The air