ଅନ୍ତର୍ମୁଖ Antarmukha

  • ସଂ. ବି (ବହୁବ୍ରୀହି; ଅନ୍ତର=ଅନ୍ତରକୁ+ମୁଖ=ଦୃଷ୍ଟି) — ଆନ୍ତରିକ ଚିନ୍ତାଯୁକ୍ତ (ବ୍ୟକ୍ତି) — Introspective; looking inward