ଅନ୍ତର୍ଭୂତ Antarbhūta

  • ସଂ. ବିଣ. (ଅନ୍ତର+ଭୂ ଧାତୁ=ହେବା+କର୍ତ୍ତୃ. ତ) — ଅନ୍ତର୍ଗତ; ମଧ୍ୟସ୍ଥିତ — Included in; comprised in; contained in
  • ସଂ. ବିଣ. (ଅନ୍ତର+ଭୂ ଧାତୁ=ହେବା+କର୍ତ୍ତୃ. ତ) — ମାନସିକ; ହୃଦ୍ଗତ — Inner; mental
  • ସଂ. ବିଣ. (ଅନ୍ତର+ଭୂ ଧାତୁ=ହେବା+କର୍ତ୍ତୃ. ତ) — ଲୀନ — Disappeared
  • ସଂ. ବିଣ. (ଅନ୍ତର+ଭୂ ଧାତୁ=ହେବା+କର୍ତ୍ତୃ. ତ) — ବ୍ରହ୍ମରେ ସମସ୍ତେ ହୁଅନ୍ତି ଅନ୍ତର୍ଭୂତ। କୃଷ୍ଣସିଂହ, ମହାଭାରତ, ଅନୁଶାସନ।