ଅନ୍ତର୍ବାହ Antarbāha

  • ସଂ. ବି. (ଅନ୍ତର୍=ଭିତରକୁ+ବହ ଧାତୁ=ବୋହିଯିବା+ ଭାବ. ଅ) — ସ୍ରୋତ ତଳେ ବା ଜଳ ଭିତରେ ବହୁଥିବା ସ୍ରୋତ — The under-current; the current flowing inward