ଅନ୍ତର୍ବାହୀ ସ୍ନାୟୁ Antarbāhī snāyu

  • ସଂ. ବି. (ଆଧୁନିକ ବିଜ୍ଞାନପରିଭାଷା) — ଯେଉଁ ସ୍ନାୟୁର ସାହାଯ୍ୟରେ ବାହାରର ଅନୁଭୂତି ମସ୍ତିଷ୍କରେ ଉପଲବ୍ଧି ହୁଏ — Sensery nerves