ଅନ୍ତର୍ବାଣି Antarbāṇi

  • ସଂ. ବିଣ. ପୁଂ. (ବହୁବ୍ରୀହି; ଅନ୍ତର=ହୃଦୟ+ବାଣୀ= ସରସ୍ୱତୀ; ଯାହାଙ୍କ ହୃଦୟରେ ବାଣୀ ଅଛନ୍ତି) — ଶାସ୍ତ୍ରବେତ୍ତା; ପଣ୍ଡିତ — Learned