ଅନ୍ତର୍ବର୍ତ୍ନୀ Antarbartnī

  • ସଂ. ବିଣ. ସ୍ତ୍ରୀ. (ଅନ୍ତର+ଅଛି ଅର୍ଥରେ. ବତ୍+ସ୍ତ୍ରୀ. ଈ. ନିପାତନ) — ଗର୍ଭବତୀ; ଅନ୍ତଃସତ୍ତ୍ୱା — Quick with child; pregnant