ଅନ୍ତର୍ନିହିତାନୁପ୍ରାସ Antarnihitānuprāsa

  • ଦେ. ବି. (ଅଳଙ୍କାର) — ଅନୁପ୍ରାସ ବିଶେଷ — A sort of alliteration
  • ଦେ. ବି. (ଅଳଙ୍କାର) — ନବୀନା ବିନା ମୁହିଁ ସନ୍ୟାସନ୍ୟାସ ବହି ଧିଆନ ଆନ ନ କରିବି। ଅଭିମନ୍ୟୁ, ବିଦଗ୍ଧଚିନ୍ତାମଣି।