ଅନ୍ତର୍ଦ୍ଧାନ Antarddhāna

  • ସଂ. ବି. (ଅନ୍ତଃ+ଧା ଧାତୁ+ଭାବ. ଅନ) — ଅଦୃଶ୍ୟ ହେବା — Disappearance
  • ସଂ. ବି. (ଅନ୍ତଃ+ଧା ଧାତୁ+ଭାବ. ଅନ) — ତିରୋଧାନ; ଲୁଚିଯିବା — Concealment; hiding
  • ସଂ. ବି. (ଅନ୍ତଃ+ଧା ଧାତୁ+ଭାବ. ଅନ) — ବ୍ୟବଧାନ — Space between; interstic