ଅନ୍ତର୍ଦ୍ଧାନ ହେବା Antarddhāna hebā

  • ଦେ. କ୍ରି. (ସଂ. ଅନ୍ତର୍ଦ୍ଧାନ) ଅଦୃଶ୍ୟ ହେବା — To disappear; to vanish
  • ଦେ. କ୍ରି. (ସଂ. ଅନ୍ତର୍ଦ୍ଧାନ) ବ୍ୟାସ ଅନ୍ତର୍ଦ୍ଧାନ ହୋଇ ତହୁଁ ଚଳିଗଲେ। ସାରଳା ମହାଭାରତ, ମଧ୍ୟ।