ଅନ୍ତର୍ଜଳୀ Anterjaḻī

  • ସଂ. ବିଣ. ପୁଂ. (ଅନ୍ତର=ମଧ୍ୟ+ଜଳ+ଇନ୍. 1 ମା. 1 ବ.) — ମୃତ୍ୟୁ ପୁର୍ବରୁ ଯାହାର ଶରୀରର ନିମ୍ନାଂଶ ଜଳ ମଧ୍ୟରେ ନିମଜ୍ଜିତ କରାଯାଇଥାଏ — (daying person) Laid with the lower limbs dipped into water