ଅନ୍ତରା Antarā

  • ସଂ. କ୍ରି. ବିଣ (ଅନ୍ତର+ଆ) — ବ୍ୟତୀରେକେ — Without; except
  • ସଂ. କ୍ରି. ବିଣ (ଅନ୍ତର+ଆ) — ମଧ୍ୟରେ — Between; among
  • ସଂ. କ୍ରି. ବିଣ (ଅନ୍ତର+ଆ) — ସମୀପରେ; ନିକଟରେ — Near; at hand
  • ପ୍ରାଦେ (ସମ୍ବଲପୁର) ବି — ନିଆଁ ଅତଡ଼ା; ଚାରିଆଡ଼େ କାଠ ଗଦାଇ କରାଯିବା ନିଆଁର ଗଦା — A heap of fire
  • ଦେ. ବି — (ସଂ. ଅନ୍ତରାୟ)—ବସ୍ତ୍ରର ମୁହୁଣ୍ଡାରେ ଥିବା ରଙ୍ଗିନ୍ ଅଂଶ — The coloured border at the end of a cloth
  • ଦେ. ବି — ବ୍ୟବଧାନ — Partition
  • ଦେ. ବି — ଜଳୁଥିବା ତେଲଦୀପରୁ ଘିଅବଳିତାରେ ନିଆଁ ଲଗାଇ- ବାକୁ ହେଲେ ମଝିରେ ଧରାଯିବା ବ୍ୟବଧାନସୂଚକ କାଠି ବା କୁଟା — A twig held with the ghee-soaked wickwhile getting it lighted from an oil-lamp
  • ଦେ. ବି — ସଙ୍ଗୀତରେ ବୋଲାଯିବା ମଧ୍ୟବର୍ତ୍ତୀ ପଦ (ଯେଉଁ ପଦମାନ ବୋଲା ସରିବା ପରେ ଘୋଷାକୁ ଆବୃତ୍ତି କରାଯାଏ।) — The intermediate passage of a song