ଅନ୍ତରସ୍ଥ Antarastha

  • ସଂ. ବି—(ଅନ୍ତର=ହୃଦୟ; ମଧ୍ୟ+ସ୍ଥା ଧାତୁ=ରହିବା+ କର୍ତ୍ତୃ. ଅ) — ମଧ୍ୟସ୍ଥ; ଆନ୍ତରିକ — Situated within; internal
  • ସଂ. ବି—(ଅନ୍ତର=ହୃଦୟ; ମଧ୍ୟ+ସ୍ଥା ଧାତୁ=ରହିବା+ କର୍ତ୍ତୃ. ଅ) — ହୃଦ୍ଗଦ (ଭାବ) — Inward (feeling)