ଅନ୍ତରାନ୍ତରା Antarāntarā

  • ସଂ. ଅ (ଅନ୍ତର+ଅନ୍ତରା) — ମଧ୍ୟେ ମଧ୍ୟେ — At intervals
  • ସଂ. ଅ (ଅନ୍ତର+ଅନ୍ତରା) — ତୀର ପ୍ରାନ୍ତେ ସେହି କମଳିନୀଷଣ୍ଡେ ଉଠିଛି ଅନ୍ତରାନ୍ତରା / ନୀଳ କଇଁ ଶ୍ୱେତ କହ୍ଲାରଲାଞ୍ଛିତ ହରିତ ଘଞ୍ଚ ସନ୍ତରା। ରାଧାନାଥ, ଯଯାତି।