ଅନ୍ତବାସୀ Antabasi

  • ସଂ. ବିଣ. ପୁଂ. (ଅନ୍ତ+ବସ୍ ଧାତୁ+ଇନ୍) — ସମୀପବର୍ତ୍ତୀ — Adjoining
  • ସଂ. ବିଣ. ପୁଂ. (ଅନ୍ତ+ବସ୍ ଧାତୁ+ଇନ୍) — ନିକଟରେ ବାସ କରୁଥିବା — Living near
  • ସଂ. ବି. — [ଅନ୍ତ=(ଗୁରୁଙ୍କ) ସମୀପ+ବସ୍ ଧାତୁ+ଇନ୍ 1 ମା. 1 ବ]— ଶିଷ୍ୟ; ଛାତ୍ର — [ଅନ୍ତ=(ଗୁରୁଙ୍କ) ସମୀପ+ବସ୍ ଧାତୁ+ଇନ୍ମା.ବ]— ଶିଷ୍ୟ; ଛାତ୍ର— . Student; pupil; disciple
  • ସଂ. ବି. — (ଅନ୍ତ=ଶେଷ+ବସ୍ ଧାତୁ+ଇନ୍. 1 ମା. 1 ବ)— ଚଣ୍ଡାଳ; ଅସ୍ପୃଶ୍ୟ ଜାତି — (ଅନ୍ତ=ଶେଷ+ବସ୍ ଧାତୁ+ଇନ୍.1ମା.1ବ)— ଚଣ୍ଡାଳ; ଅସ୍ପୃଶ୍ୟ ଜାତି— . The pariah