ଅନ୍ତପିତ୍ତ Antapitta

  • ଦେ. ବି. — (ଦ୍ୱନ୍ଦ୍ୱ; ଅନ୍ତ ଓ ପିତ୍ତ)—ଶିରାଭ୍ୟନ୍ତରସ୍ଥ ଅନ୍ତ ଓ ପିତ୍ତ — Entrails and bile in the body
  • ଦେ. ବି. — ଆଣିଲେ କଲିଜା ଅନ୍ତ ପିତ୍ତ ସବୁ ଝିଙ୍କି—ସାରଳା ମହାଭାରତ।