ଅନ୍ତଚିରା (ବାରୁ) Antachḥirā (Bāru)

  • ଦେ. ବିଣ — (ଯେଉଁ ମାଈ ଘୋଡ଼ାର ଅନ୍ତପୁଟି ବାହାର କରି ଛୁଆକୁ ପେଟରୁ କଢ଼ା ଯାଇଥାଏ—ଅତିଦ୍ରୁତଗାମୀ ଅଶ୍ୱ — Very swift horse
  • ଦେ. ବିଣ — [ଦ୍ର—କାହାଣୀ ଆଦିରେ ଅତି ବେଗବାନ୍ ଅଶ୍ୱକୁ ଅନ୍ତଚିରା ବାରୁ ବୋଲି କହାଯାଏ। ଏହି ଘୋଡ଼ାକୁ ମାଆ ଜନ୍ମ କରି ନ ପାରିବାରୁ ଜୀଇ ଥାଉଁ ଥାଉଁ ମାଆର ପେଟକୁ ଚିରି ଏ ଘୋଡ଼ା ଛୁଆକୁ ବାହାର କରନ୍ତି। ଏଥିପାଇଁ ଏହି ନାମ।]