ଅନ୍ତଗ Antaga

  • ସଂ. ବିଣ (ବହୁବ୍ରୀହି; ଅନ୍ତ=ଶେଷ+ଗମ୍ ଧାତୁ=ଯିବା+ଅ) — ପାରଗ; ପାରଙ୍ଗମ; ପାରଗାମୀ — (one) Who has reached the end; well-versed in; deeply read
  • ସଂ. ବିଣ (ବହୁବ୍ରୀହି; ଅନ୍ତ=ଶେଷ+ଗମ୍ ଧାତୁ=ଯିବା+ଅ) — ମୃତ — Dead