ଅନ୍ତକାଳ Antakāḻa
- ସଂ. ବି. (ଅନ୍ତ=ଶେଷ+କାଳ=ସମୟ) — ଚରମ ସମୟ; ମୃତ୍ୟୁର ଅବ୍ୟବହିତ ପୂର୍ବ ସମୟ — Hour of death; the last moment
- ସଂ. ବି. (ଅନ୍ତ=ଶେଷ+କାଳ=ସମୟ) — ଜୀବର ମୃତ୍ୟୁ ସମୟ — Point of death
- ସଂ. ବି. (ଅନ୍ତ=ଶେଷ+କାଳ=ସମୟ) — ଅନ୍ତକାଳେ ବୈକୁଣ୍ଠ ଦିଅନ୍ତି ଚକ୍ରପାଣୀ—ସାରଳା ମହାଭାରତ।