ଅନ୍ତଃକରଣ Antaḥkaraṇa

  • ସଂ. ବି (ଅନ୍ତର୍+କରଣ=ଇନ୍ଦ୍ରିୟ) — ଅନ୍ତରିନ୍ଦ୍ରିୟ — Internal organ or sense
  • ସଂ. ବି (ଅନ୍ତର୍+କରଣ=ଇନ୍ଦ୍ରିୟ) — ମନ — Mind
  • ସଂ. ବି (ଅନ୍ତର୍+କରଣ=ଇନ୍ଦ୍ରିୟ) — ହୃଦୟ — Heart
  • ସଂ. ବି (ଅନ୍ତର୍+କରଣ=ଇନ୍ଦ୍ରିୟ) — ମନ, ବୁଦ୍ଧି, ଅହଙ୍କାର ଓ ଚିତ୍ତର ମିଳନାବସ୍ଥା; ମାନସିକ ବୃତ୍ତିଚୟ — The faculty of intention, willing and volition