ଅନ୍ତଃସାରଶୂନ୍ୟ Antaḥsāraṡunya

  • ସଂ. ବିଣ ( 3 ଯା ତତ୍; ଅନ୍ତଃସାର+ ଶୂନ୍ୟ) — ଫମ୍ପା — Hollow within
  • ସଂ. ବିଣ ( 3 ଯା ତତ୍; ଅନ୍ତଃସାର+ ଶୂନ୍ୟ) — ଯାହା ଭିତରେ ସାର ପଦାର୍ଥ ନାହିଁ — Devoid of solid substance
  • ସଂ. ବିଣ ( 3 ଯା ତତ୍; ଅନ୍ତଃସାର+ ଶୂନ୍ୟ) — ହୃଦୟ ନ ଥିବା — Without heart
  • ସଂ. ବିଣ ( 3 ଯା ତତ୍; ଅନ୍ତଃସାର+ ଶୂନ୍ୟ) — (ଲକ୍ଷଣାର୍ଥ) କୌଣସି ପ୍ରକାର ଉପଯୋଗିତା ନ ଥିବା — Having no inner worth; wortless