ଅନ୍ତଃସଲିଳା Antaḥsaliḻā

  • ସଂ. ବିଣ. ସ୍ତ୍ରୀ. (ଅନ୍ତଃସଲିଳ +ସ୍ତ୍ରୀ. ଆ) — ଅନ୍ତସଲିଳର ସ୍ତ୍ରୀଲିଙ୍ଗ — Feminine of Antaḥsaliḻa
  • ସଂ. ବି. ସ୍ତ୍ରୀ — ନଦୀ (ଏହାର ଭୂପୃଷ୍ଟ ତଳରେ ଜଳସ୍ରୋତ ବହୁ ଥିବାରୁ) — (river) Of subterranean water flowing below the apparently dry surface