ଅନେକଶଃ Anekaṣaḥ

  • ସଂ. କ୍ରି. ବିଣ. ଓ ଅ. (ଅନେକ+ବାରାର୍ଥ. ଶଃ) — ଅନେକରୂପେ — In many ways
  • ସଂ. କ୍ରି. ବିଣ. ଓ ଅ. (ଅନେକ+ବାରାର୍ଥ. ଶଃ) — ଅନେକ ବାର; ଅନେକ ଥର — Several times
  • ସଂ. କ୍ରି. ବିଣ. ଓ ଅ. (ଅନେକ+ବାରାର୍ଥ. ଶଃ) — ବହୁ ପରିମାଣରେ ବା ବହୁ ସଂଖ୍ୟାରେ — In large number or quantity