ଅନେକପ Anekapa

  • ସଂ. ବି. ପୁଂ. (ଅନେକ+ପା ଧାତୁ=ପିଇବା+କର୍ତ୍ତୃ. ଅ) — [ଅନେକ ବାଟରେ (ଯଥା; ମୁଖ, ଶୁଣ୍ଢ, ନାସିକା ଆଦିରେ) ଜଳ ପିଉଥିବାରୁ] ହସ୍ତୀ — Elephant