ଅନେକତଃ Anekataḥ

  • ସଂ. କ୍ରି. ବିଣ. (ଅନେକ+ପଞ୍ଚମୀ ଓ 7 ମୀ ବିଭକ୍ତି ଅର୍ଥରେ. ତଃ) — ଅନେକଙ୍କଠାରୁ — From several persons
  • ସଂ. କ୍ରି. ବିଣ. (ଅନେକ+ପଞ୍ଚମୀ ଓ 7 ମୀ ବିଭକ୍ତି ଅର୍ଥରେ. ତଃ) — ଅନେକଙ୍କଠାରେ — With several persons