ଅନୁହରତି Anuharati

  • ଦେ. ପଦ୍ୟ. କ୍ରି. (ସଂ. ଅନୁହରଣ) — ସମାନ, ସଦୃଶ ବା ପରି ଦେଖାଯାଉଅଛି — Looks like
  • ଦେ. ପଦ୍ୟ. କ୍ରି. (ସଂ. ଅନୁହରଣ) — ବପୁ ଅନୁହରତି କନ୍ଦର୍ପ ରଣଭୁଇଁ। ପ୍ରାଚୀ—ରସବାରିଧି।