ଅନୁହରଣ Anuharaṇa
- ସଂ. ବି. (ଅନୁ=ପଶ୍ଚାତ+ହୃ ଧାତୁ=ହରଣ କରିବା+ ଭାବ. ଅନ) — ସଦୃଶୀକରଣ; ସମାନ କରିବା — Equalisation; making equal
- ସଂ. ବି. (ଅନୁ=ପଶ୍ଚାତ+ହୃ ଧାତୁ=ହରଣ କରିବା+ ଭାବ. ଅନ) — (ବୀଜଗଣିତ) ସମାନ ମୂଲ୍ୟ କଳ୍ପିତ ହୋଇଥିବା ଦୁଇ ରାଶିକି ପ୍ରକାଶ କରିବା ରୀତି — Equalisation (in Algebra)